ପୁରୀ: କରୋନା କଟକଣା ଭିତରେ ଫିକା ପଡ଼ୁଛି ବର୍ଷ ବର୍ଷର ପରମ୍ପରା । ଏଥର ଶ୍ରୀକ୍ଷେତ୍ରରେ ହେଉଥିବା ବଡବଡିଆ ଡାକ ଉପରେ ଲାଗିଛି କଟକଣା । ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ବଡବଡିଆ ଡାକିବା ନେଇ କଟକଣା ଜାରି କରାଯାଇଛି । କରୋନା କଟକଣା ହେତୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କାଉଁରିଆ କାଠି ଜାଳି ବଡବଡିଆ ଡାକିବା ନିଷେଧ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0