ଭୁବନେଶ୍ୱର : ଏକକ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ ସରକାର ଘୁଞ୍ଚାଇ ଦେଇଛନ୍ତି। ୧୭ ତାରିଖ ସୁଦ୍ଧା ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ମାର୍କ ଅପଲୋଡ କରିପାରିବେ। ଯାହା ପରେ ନଭେମ୍ବର ୨୧ ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଡିସେମ୍ବର ୨୧ତାରିଖରେ ପିଜି ଆଡମିଶନ ପ୍ରକ୍ରିୟା ଶେଷ ହେବ। ଏ ନେଇ ବିଭାଗ ପକ୍ଷରୁ କୁହାଯାଇଛି।



Visitors Today : 1
Total Visitors : 130434
Total Views : 9891965
Visitors Online Now : 0