ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ପାକିସ୍ଥାନ ଯବାନ ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ତିନୋଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଥିଲେ। ତେବେ ଏହାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ଯବାନ । ଭାରତୀୟ ସେନାଙ୍କ ଆକ୍ରମଣରେ ୭-୮ଜଣ ପାକ୍ ଯବାନ ନିହତ ହୋଇଛନ୍ତି ଓ ୧୦ରୁ ୧୨ ଜଣ ଆହତ ହୋଇଛନ୍ତି । ଏହାସହ ଆତଙ୍କବାଦୀ ଲଞ୍ଚପ୍ୟାଡ୍, ସେନା ବଙ୍କର୍ ଧ୍ୱଂସ ହୋଇଛି। ଇଣ୍ଡିଆ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ଦୁଇ-ତିନି ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ କମାଣ୍ଡୋ ଥିବା ଭାରତୀୟ ସେନାର ସୂତ୍ର ପ୍ରକାଶ କରାଯାଇଛି।



Visitors Today : 0
Total Visitors : 130213
Total Views : 9891684
Visitors Online Now : 0