ଆଲୋକର ପର୍ବ ଦୀପାବଳି ଅବରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟ୍ବିଟ କରି ଲେଖିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା। ଆପଣ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା। ଏହି ପର୍ବ ଆପଣଙ୍କ ଭବିଷ୍ୟତ ପାଇଁ ଉଜ୍ଜଳତା ଏବଂ ଆନନ୍ଦ ଆଣିଦେଉ। ସମସ୍ତେ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ।’



Visitors Today : 0
Total Visitors : 130432
Total Views : 9891963
Visitors Online Now : 0