spot_img

ଆଜି ଶିଶୁ ଦିବସ

ଭୁବନେଶ୍ୱର: ସାରା ଦେଶରେ ଆଜି ପାଳନ ହେଉଛି ଶିଶୁ ଦିବସ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ତିଥିରେ ଦେଶବ୍ୟାପି ଶିଶୁଦିବସ ପାଳନ କରାଯାଉଛି । ସେ ପିଲାଙ୍କୁ ବହୁତ ଭଲ ପାଉଥିବାରୁ ଏହି ଦିନଟିକୁ ‘ଶିଶୁ ଦିବସ’ ରୂପେ ପାଳନ କରାଯାଏ । ସ୍ୱାଧୀନତା ଭାରତରେ ସାହିତ୍ୟ, ଲଳିତକଳା ଓ ସଂଙ୍ଗୀତ-ନାଟକ କ୍ଷେତ୍ରରେ ବହୁବିଧ ବିକାଶପାଇଁ ସେ ସ୍ୱପ୍ନ ଦେଖିଥିଲେ । ଏହାର ଫଳ ସ୍ୱରୂପ ୧୯୫୪ରେ ପ୍ରତିଷ୍ଠା ହୋଇଥିଲା ତିନୋଟି ଅକାଦେମୀ । ସାହିତ୍ୟ ଅକାଦେମୀ ସେଥିମଧ୍ୟରୁ ଗୋଟିଏ । ୧୯୫୪ରୁ ୧୯୬୪ ପର୍ଯ୍ୟନ୍ତ ପଣ୍ଡିତ ନେହେରୁ ତାହାର ସଭାପତି ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular