ଲକ୍ଷ୍ନୌ: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି । ରାମଜନ୍ମ ଭୂମିରେ ଦୀପାବଳି ଅବସରରେ ପ୍ରାୟ ୬,୦୬;୮୫୬୯ ଦୀପ ଜଳାଯାଇଥିଲା । ତେବେ ଏହା ଗିନିଜ ୱାର୍ଲ୍ଡ ରେକର୍ଡରେ କରିଛି । ସରଯୁୁ ନଦୀ କୂଳରେ ଏହି ବିରାଟ ଦୀପତ୍ସବ ଆୟୋଜନ କରାଯାଇଥିଲା । ତେବେ କିଛି ଦିନ ପୂର୍ବରୁ ରାମମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ତେଣୁ ଚଳିତ ବର୍ଷ ଦୀପତ୍ସବ ମହତ୍ସବଟି ସ୍ୱତନ୍ତ୍ର ହୋଇଥିଲା । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପ୍ରଥମ ଦୀପ ଜାଳି ଏହି ଦୀବତ୍ସବର ସୁଭାରମ୍ଭ କରିଥିଲେ ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0