ନୀଳଗିରି: ନୀଳଗିରିକୁ ପ୍ରବେଶ କଲେ ଝାଡ଼ଖଣ୍ଡି ହାତୀପଲ। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରଵେଶ କରିଛନ୍ତି । ଏହି ହାତୀପଲରେ ୫ଟି ଦନ୍ତା ଓ ୭ଟି ଛୁଆ ସମେତ ମୋଟ ୪୨ ଟି ହାତୀ ଅଛନ୍ତି। ସେମାନେ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀପଲଙ୍କ ଆଗମନ ଯୋଗୁଁ ନୀଳଗିରି ଅଞ୍ଚଳବାସୀ ଭୟଭିତ ହୋଇପଡିଥିବା ଦେଖିବାକୁ ମିଳିଛି।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0