ଭୁବନେଶ୍ୱର: ରାଜଧାନୀର ଦିନକୁଦିନ ବଢ଼ିଚାଲିଛି ବ୍ରାଉନସୁଗାର କାରବାର । ବିଭିନ୍ନ କଟକଣା ସତ୍ତ୍ୱେବି ଚାଲିଛି ଧଳାଜହର ବେପାର । ଆଜି ପୁଣି ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ କଳିଙ୍ଗନଗରରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କାର ବୋଲି ଜଣାପଡ଼ିଛି । ଏନେଇ ଖଣ୍ଡଗିର ପୋଲିସ ଜଣକୁ ଗିରିଫ କରିବା ସହ ଦାମୀକାର ଓ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରିଛି । ଗିରଫ ହୋଥିବା ଅଭିଯୁକ୍ତ ନୟାଗଡ଼ ଦଶପଲ୍ଲା ଅଂଚଳର ମୁନା ସେଠୀ ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0