spot_img

ଆଜି ଜାତୀୟ ପ୍ରେସ ଦିବସ

ଖୋର୍ଦ୍ଧା : ଆଜି ଜାତୀୟ ପ୍ରେସ ଦିବସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଟାଙ୍ଗୀ ମିଡିଆ ସେବା ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗୀ ଡାକ ବଙ୍ଗଳା ପରିସରରେ ମିଡିଆ ସେବା ସଂଘର ସଭାପତି ରବୀନ୍ଦ୍ର ରଣାଙ୍କ ତତ୍ୱା ବଧାନରେ ମାନସ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ଟାଙ୍ଗୀ , ବୋଲଗଡ, ବାଲୁଗାଁ, ଚିଲିକା, ଖୋର୍ଦ୍ଧା ଆଦି ଅ ଞ୍ଚଳର ବରିଷ୍ଠ ସମ୍ବାଦିକ ବା ଗଣମାଧ୍ୟମ ପ୍ରତିନିଧି ମାନେ ଏହି ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular