ଅସ୍ତରଙ୍ଗ: ଅସ୍ତରଙ୍ଗ ପୋଲିସ ଏକ ବ୍ରାଉନ ସୁଗାର ବ୍ୟବସାୟୀ ଙ୍କୁ ଗିରଫ କରିଛି । ଅସ୍ତରଙ୍ଗ ରେଂନ୍ଦୁଅ ଗ୍ରାମର ସଂଜୟ ବିଶ୍ୱାଳ ନାମକ ବେକ୍ତିଙ୍କ ଠାରୁ ୧୨ଗ୍ରାମ ର ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ବାମ ଦେବ ନନ୍ଦଙ୍କ ଏଭଳି ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଥିବାରୁ ଅସ୍ତରଙ୍ଗ ପୋଲିସକୁ ଜନ ସାଧାରଣ ପ୍ରଂଶସା କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0