ସେହିପରି ଦେଶରେ ଦିନକରେ ୪୪୯ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂତନ ମୃତକଙ୍କୁ ମିଶାଇ ମୋଟ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୩୦ ହଜାର ୫୧୯ କୁ ବୃଦ୍ଧି । ଅନ୍ୟପଟେ ଦେଶରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୦ ହଜାର ୭୯୧ ଜଣ । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୮୨ଲକ୍ଷ ୯୦ ହଜାର ୩୭୦ ।

Visitors Today : 0
Total Visitors : 130175
Total Views : 9891622
Visitors Online Now : 0