ଅସ୍ତରଙ୍ଗ : ଅସ୍ତରଙ୍ଗ ସାମୁଦ୍ରିକ ପୁଲିସର ଚଢାଉରେ ୧୫ ବୋତଲ ଦେଶୀ ମଦ ଜବତ । ପୋଲିସର ପେଟ୍ରୋଲିଂ ବେଳେ କୌଣସି ସୂତ୍ରରୁ ଖବର ପାଇ ଝାଡଲିଙ୍ଗ ପଞ୍ଚାୟତର ମଧୁପୁର ଗ୍ରାମର ବ୍ରହ୍ମାନନ୍ଦ ସେନାପତିଙ୍କ ଘରେ ଚଢାଉ କରିଥିଲା । ଘରୁ ୧୫ଟି ଆସ୍କାଫଟି ବୋତଲ ଜବତ କରିବା ସହ ବ୍ରହ୍ମାନନ୍ଦଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି ପୋଲିସ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0