ଯାଜପୁର: ଯାଜପୁରରେ କରୋନା ଯୋଗୁ ଫିକା ପଡିଛି ଗଣପର୍ବ କାଳୀପୂଜା। ସହରରେ ୪୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ମାଆ। ଆସନ୍ତାକାଲି ହେବ ମାଙ୍କ ଭସାଣ ଉତ୍ସବ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୂଜା ମଣ୍ଡପ ସଂପୂର୍ଣ୍ଣ ଖାଲି।କେବଳ ମଣ୍ଡପରେ ଅଛନ୍ତି ପୂଜକ ଓ ଆୟୋଜକ । ସବୁ ପୂଜା ମଣ୍ଡପରେ କରୋନା କଟକଣାକୁ ମାନିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ଏହାର ତଦାରଖ କରୁଛି ସ୍ଥାନୀୟ ପୋଲିସ । ଆସନ୍ତାକାଲି ମାଙ୍କ ଭସାଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୋଲିସ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 1