spot_img

ପାକିସ୍ତାନ ସେନାକୁ ନେଇ ଓବାମାଙ୍କ ବଡ ଖୁଲାସା

ୱାଶିଂଟନ: ପାକିସ୍ତାନ ସେନାର ଆତଙ୍ଗୀ ଲିଙ୍କକୁ ନେଇ ଓବାମା ବଡ ଖୁଲାସା କରିଛନ୍ତି । ପାକିସ୍ତାନ ସେନାର କିଛି ଅଧିକାରୀ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍ଗବାଦୀଙ୍କ ସପଂର୍କରେ ରହିଥିଲେ । ତେଣୁ ଓସାମା ବିନ ଲାଡେନର ଠିକଣା ଉପରେ ଚଢାଉ ବେଳେ ପାକସ୍ତାନର ସେନାକୁ ସାମିଲ କରାଯାଇନଥିଲା । ଏପରି ଉଲ୍ଲେଖକରି ଚର୍ଚ୍ଚାରେ ଏବେ ବାରାକ ଓବାମା ।

ladenସୂଚନା ଅନୁସାରେ, କୁଖ୍ୟାତ ଆତଙ୍ଗବାଦୀ ଓସାମା ବିନ ଲାଡେନର ଆଡ୍ଡା ଉପରେ ଚଢାଉ ଅଭିଯାନରେ ପାକିସ୍ତାନକୁ ଏଥିପାଇଁ ସାମିଲ କରାଯାଇନଥିଲା କାରଣ ପାକିସ୍ତାନର ସେନା, ବିଶେଷ କରି ଏହାର ଗୁଇନ୍ଦା ସଂସ୍ଥାର କିଛି ଅଧିକାରୀ ତାଲିବାନ ଓ ଅଲକାଏଦାର ସଂପର୍କରେ ଥିଲେ । ସେମାନେ ଅନେକ ଥର ଆତଙ୍କବାଦୀଙ୍କୁ ନିଜର ସାମରିକ ପୁଞ୍ଜି ଭାବରେ ଆଫଗାନିସ୍ତାନ ଓ ଭାରତ ବିରୋଧରେ ବ୍ୟବହାର କରୁଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular