ୱାଂଶିଟନ: ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଟ ଟ୍ରମ୍ପ ପରାସ୍ତ ହୋଇଛନ୍ତି । ଟ୍ରମ୍ପ ନିର୍ବାଚନ ହାରିବା ପରେ ଇରାନ ଉପରେ ଆକ୍ରମଣର କରିବାର ଯୋଜନା କରିଥିବାର ସୂଚନା ମିଳିଛି । ଟ୍ରମ୍ପଙ୍କ ଟାର୍ଗେଟରେ ଇରାନର ମୁଖ୍ୟ ପରମାଣୁ କେନ୍ଦ୍ର ନତାଂଜ ଥିଲା । ତେବେ ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଇରାନର ପରମାଣୁର କେନ୍ଦ୍ରମାନଙ୍କରେ ଦିନକୁ ଦିନ ପରମାଣୁ ବୋମର ସଂଖ୍ୟା ବଢିବାରେ ଲାଗୁଥିଲା । ତେଣୁ ଟ୍ରମ୍ପ ଏପରି ନିଷ୍ପତି ନେଇଥିବାର ପ୍ରକାଶ କରିଛି ନ୍ୟୁୟର୍କ ଟାଇମ୍ସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0