ଖୋର୍ଦ୍ଧା : ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗାଁରେ ଗାଁରାସ୍ତା ଅବରୋଧ ବିବାଦକୁ ନେଇ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଆଜି ବେଗୁନିଆ ଥାନା ଦୁଇ ଜଣକୁ ଗିରଫ କରିଛି । ଗତକାଲି ଉକ୍ତ ଗ୍ରାମରେ ସର୍ବସାଧାରଣ ରାସ୍ତାକୁ ଅବରୋଧ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ମାଡ଼ ମରାଯାଇଥିବା ଭିଡ଼ିଓ ଭାଇରଲ ହେବା ପରେ ବେଗୁନିଆ ପୋଲିସ ଉଭୟ ପକ୍ଷର ଅଭିଯୋଗ କ୍ରମେ ବେଗୁନିଆ ଥାନାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କହିଛନ୍ତି ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0