ଆତଙ୍କବାଦ ବିଶ୍ୱ ଲାଗି ଏବେ ବଡ ବିପଦ ପାଲଟିଛି । ଏଥିପାଇଁ ସମସ୍ତ ଦେଶମାନଙ୍କୁ ଏକତ୍ରିତ ହୋଇ ଲଢିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ଏହା ସହ ବ୍ରିକ ସମ୍ମିଳନୀରେ ପରୋକ୍ଷରେ ପାକିସ୍ଥାନ ଓ ଚାଇନାକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Visitors Today : 5
Total Visitors : 130174
Total Views : 9891621
Visitors Online Now : 0