spot_img

୮୫ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଗିରଫ

ବାଲେଶ୍ବରବାଲେଶ୍ବରରେ ମହିଳାଙ୍କ ମାଧ୍ୟମରେ ଚାଲିଛି ବ୍ରାଉନସୁଗାର ବେପାର । ସହରର ଅଡର ବଜାରରୁ ସହଦେବଖୁଣ୍ଟା ପୋଲିସ ୨ ଜଣ ମହିଳାଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ୮୫ ଗ୍ରାମ୍ ବ୍ରାଉନସୁଗାର ଏବଂ ନଗଦ ୧୮ ହଜାର ୬ ଶହ ଟଙ୍କା ଜବତ କରିଛି । ବାଲେଶ୍ବର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି ପୋଲିସର ରେଡ୍ ଏବଂ ଗିରଫଦାରୀ ଭୟରେ ଏବେ ମାଫିଆ ଏହି କାରବାର ପାଇଁ ମହିଳାଙ୍କୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ପୋଲିସ ଆଖିରେ ଧୂଳିଦେଇ ବେପାର ଚଲାଇବାକୁ ଚେଷ୍ଟା କରୁଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular