spot_img

ଏଲଏସିରେ ଯବାନଙ୍କ ପାଇଁ ନିର୍ମାଣ ହେଲା ଉଷୁମ ଘର

ଲଦାଖ: ପୂର୍ବ ଲଦାଖର ଏଲଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି । ତେବେ ଏହି ସ୍ଥାନରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ । ଯାହାଫଳରେ ସମୁଦ୍ର ପତ୍ତନ ଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ ସ୍ଥାନରେ ତାପମାତ୍ରା ମାଇନସ ୩୦ରୁ ୪୦ ଡିଗ୍ରୀ ମଧ୍ୟରେ ପହଁଞ୍ଚିଯାଇଥାଏ । ତେବେ ଏବେ ସେମାନଙ୍କ ଲାଗି ଥଣ୍ଡାରେ ବି ଉଷୁମ ରହୁଥିବା ଘର ନିର୍ମାଣ କରାଯାଇଛି । ଯାହାଫଳରେ ଯବାନଙ୍କ ରହିବା ସହଜ ଜନକ ହେବ । ଏହା ସହ ଯବାନଙ୍କୁ ଗରମ ପାଣି ଯୋଗାଇ ଦିଆଯିବ ସହିତ ବିଦୁ୍ୟତ ହିଟର ସୁବିଧା ଉପଲବ୍ଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular