ରାଜନଗର: ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମିରେ ୧୪୪ ଧାରା ଲାଗୁ। ପର୍ଯ୍ୟଟକଙ୍କ ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଗତ ୧୫ଦିନରେ ୨ ପର୍ୟ୍ୟଟକଙ୍କ ମୃତ୍ୟୁ ପରେ ଏଭଳି କଡାକଡି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।ଏହାସହ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲଗାଇଛି ପ୍ରଶାସନ। ନିୟମ ଉଲ୍ଲଂଘନ କଲେ କାର୍ୟ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି । ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0