ରାଉରକେଲା: ରାଉରକେଲାରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଷ୍ଟିକ ପାଇପରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ପାଇପ ନଷ୍ଟ । ଘଟଣା ଘଟିଛି ରାଉରକେଲା ଉଦିତନଗରରେ । ସ୍ୱରେଜ କାମ ପାଇଁ ଉଦିତନଗର ହାଇସ୍କୁଲ ପଡ଼ିଆରେ ପଡ଼ିଆରେ ଗଦା ହୋଇଥିଲା ହଜାର ହଜାର ପ୍ଲାଷ୍ଟିକ ପାଇପ । ତେବେ କିଭଳି ନିଆଁ ଲାଗଲା ତାହା ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ଦମକଳ ବିଭାଗର ୩ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0