ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀଵନ ଯାଇଥିବା ଜଣାପଡ଼ିଛି। ଆଜି ସକାଳେ ମଲଙ୍ଗା ଗ୍ରାମର ଗାନ୍ଦୁରୁ ଓରାମ ସକାଳୁ ନିଜ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡ଼ି ମାରିଦେଇଥିଲା। ଅନ୍ୟପଟେ କନରସୁଆଁ ଗ୍ରାମର କାର୍ତ୍ତିକ ଭୂମିଜ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0