spot_img

ଆସନ୍ତା ସିରିଜର ୬ଟି ମ୍ୟାଚ ଖେଳିବେନି ବୁମରା ଓ ସାମି

ନୂଆଦିଲ୍ଲୀ: ଚଳିତ ମାସ ନଭେମ୍ବର ୨୭ରୁ ଡିସେମ୍ବର ୮ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳିବ । ତେବେ ଏହି ୬ଟି ମ୍ୟାଚରେ ଖେଳିବେନି ଦଳର ଦୁଇ ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀ । ଏବାବଦରେ ସ୍ପଷ୍ଟ କରିଛି ନିଜେ ଭାରତୀୟ ଦଳ ମ୍ୟାନେଜମେଣ୍ଟ । ଅନ୍ୟପଟେ ଉଭୟ ସିରିଜରେ ବୁମରା ଓ ସାମୀଙ୍କୁ ପାଳି କରି ଖେଳିବାକୁ ଭାରତୀୟ ଦଳ ସ୍ପଷ୍ଟ କରିଛି । ଡିସେମ୍ବର ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ଟେଷ୍ଟ ସିରିଜ ଖେଳିବା ପାଇଁ ଯାଉଥିବା ବେଳେ ଏହି ସିରିଜ ପାଇଁ ବୁମରା ଓ ସାମିଙ୍କୁ ଭାରାକ୍ରାନ୍ତ ନ କରିବାକୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଏପରି ନିଷ୍ପତି ନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular