ନୂଆଦିଲ୍ଲୀ: ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତତ ହେଉଥିବା ବେଳେ ଦଳର ଦ୍ରୁତ ବୋଲର ମହମ୍ମଦ ସିରିଜଙ୍କ ବାପାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୫୩ ବର୍ଷ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ମହମ୍ମଦ ସିରାଜ ଏକ ସଫଳତମ ବୋଲର ହେବା ପଛରେ ତାଙ୍କ ବାପା ମହମ୍ମଦ ଗୌସଙ୍କ ପ୍ରମୁଖ ଭୂମିକା ରହିଥିଲା । ଏନେଇ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0