spot_img

ରାହୁଲଙ୍କ ବିଷୟରେ ଏପରି କହିଲେ ମ୍ୟାକ୍ସୱେଲ

ସିଡନୀ: ଚଳିତ ବର୍ଷ ଭାରତୀୟ ଦଳର ଯୁବ ବିସ୍ପୋରକ ବ୍ୟାଟ୍ସମ୍ୟାନ ରାହୁଲଙ୍କ ଫର୍ମ ଚମକ୍ରାର ରହିଛି । ତେବେ ରାହୁଲଙ୍କୁ କେବଳ ରନ ଆଉଟ କରି ହିଁ ତାଙ୍କ ୱିକେଟ ନେଇ ହେବ ବୋଲି କହି ଚର୍ଚ୍ଚାରେ ଏବେ ମ୍ୟାକ୍ସୱେଲ । ମ୍ୟାକ୍ସୱେଲଙ୍କ କହିବା ଅନୁସାରେ, ରାହୁଲ ଜଣେ ଶ୍ରେଷ୍ଠ ଖେଳାଳି । ସେ ଏକାଗ୍ରତା ଓ ଆତ୍ମବିଶ୍ୱାସରେ ଭରପୁର । ତେଣୁ କେବଳ ରନଆଉଟ ହିଁ ତାଙ୍କ ୱିକେଟ ନେବାର ବିକଳ୍ପ ବୋଲି କହିଛନ୍ତି ମ୍ୟାକ୍ସୱେଲ । ଅନ୍ୟପଟେ ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଆମେ ରାହୁଲଙ୍କ ୱିକେଟ ନେବା ପାଇଁ ଏହି ନୀତି ଆପଣାଇବୁ ବୋଲି ମ୍ୟାକ୍ସୱେଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular