spot_img

ବାଙ୍ଗାଲୋର ବନାମ ଗୋଆ ମ୍ୟାଚ ଡ୍ର

ଗୋଆ: ଇଣ୍ଡିଆନ ସୁପରଲିଗର ଦ୍ୱିତୀୟ ମ୍ୟାଚ ଗୋଆ ଓ ବାଙ୍ଗାଲୋର ଏଫସି ମଧ୍ୟରେ ଖେଳାଯାଇଥିଲା । ତେବେ ଏହି ମ୍ୟାଚରେ ଉଭୟ ଦଳ ସମାନ ଗଲ ଦେଇ ମ୍ୟାଚକୁ ଡ୍ର କରିଛନ୍ତି । ଅନ୍ୟପଟେ ୬୫ ମିନିଟ ପର୍ଯ୍ୟନ୍ତ ବାଙ୍ଗାଲୋର ୨-୦ରେ ଆଗରେ ଥିଲେ ମଧ୍ୟ ୨ ମିନିଟ ବ୍ୟବଧାନରେ ଇଗର ଆଙ୍ଗୁଲୋଙ୍କ ୨ ଗୋଲ ବଳରେ ଗୋଆ ସଫଳ ପ୍ରତ୍ୟାବର୍ତ୍ତପ କରିଥିଲା । ଫଳରେେ ଆଙ୍ଗୁଲୋଙ୍କୁ ହିରୋ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular