ନୂଆଦିଲ୍ଲୀ: ନିଜ ରାଷ୍ଟ୍ରବଡ କହି ନିଜ ପିତାଙ୍କ ଶେଷ କୃତ୍ୟରେ ଯୋଗ ଦେଇନଥିଲେ ଦ୍ରୁତ ବୋଲର ସିରାଜ । ତେବେ ତାଙ୍କର ଏପରି ଜାତୀୟ କର୍ତ୍ତବ୍ୟକୁ ଦେଖି ବିସିସିଆଇ ସିରାଜଙ୍କୁ ସମ୍ମାନସୂଚକ ସଲାମ ଜଣାଇଛି । ସିରାଜଙ୍କ ପିତୃଙ୍କ ବିୟୋଗ ପରେ ପିତାଙ୍କ ଶେଷ କୃତ୍ୟ କରିବା ପାଇଁ ସିରାଜଙ୍କୁ ବିସିସିଆଇ ଅନୁମତି ଦେଇଥିଲା । କିନ୍ତୁ ନିଜ ରାଷ୍ଟ୍ର ପ୍ରଥମେ କହି ସେ ଏହାକୁ ମନା କରିଦେଇଥିଲେ । ଏହି ସାହସିକତା କାର୍ଯ୍ୟ ପାଇଁ ଟ୍ୱିଟ କରି ସିରାଜଙ୍କୁ ଖୁବ ପ୍ରଂଶସା କରିଛି ବିସିସିଆଇ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0