spot_img

ରନର୍ସଅପରେ ପ୍ରଜନେଶ

ଓର୍ଲାଣ୍ଡ: ଓର୍ଲାଣ୍ଡ ଓପନ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ରନର୍ସଅପ ହୋଇଛନ୍ତି । ୧ ଘଣ୍ଟା ଓ ୨୮ ମିନିଟର ଏହି ମୁକାବିଲାରେ ଭାରତୀୟ ଟେନିସ ଖେଳାଳି ୮ଟି ବ୍ରେକ ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ହେଲେ କାର୍ଯ୍ୟକାରୀ କରିପାରି ନଥିଲେ । ତେବେ ପ୍ରଜନେଶଙ୍କ ଏହା ହେଉଛି କ୍ରମାଗତ ଦ୍ୱିତୀୟ ରନର୍ସଅପ । ଗତ ସପ୍ତାହରେ ସେ କ୍ୟାରି ଚ୍ୟାଲେଞ୍ଜର ଫାଇନାଲରେ ପ୍ରବେଶ କରିଥିଲେ । ଏହି ଫଳାଫଳ ଦ୍ୱାରା ପ୍ରଜନେଶ ର୍ୟାକିଙ୍ଗ ତାଲିକାରେ ୧୨୮ରୁ ୧୩୭ତମ ସ୍ଥାନକୁ ଉନ୍ନୀତ ହୋଇ ପାରିଛନ୍ତି । ଏଥିସହିତ ସେ ଭାରତର ନମ୍ବର ୱାନ ଖେଳାଳି ହୋଇ ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular