ସିଡନୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୯୯୨ ଦିନିକିଆ ବିଶ୍ୱକପର ଜର୍ସି ପିନ୍ଧିବେ ଭାରତୀୟ କ୍ରିକେଟ ଟିମ । ତେବେ ନୂଆ ଜର୍ସଟିି ନେଭି ବ୍ଲୁ ରଙ୍ଗର ଥିବାର ଦେଖିବା ପାଇଁ ମିଳିଛି । ଏହା ସହ ଜର୍ସି ଉପରେ ପ୍ରଯୋଜକ କମ୍ପାନୀର ଲୋଗ ମଧ୍ୟ ଦେଖିବା ପାଇଁ ମିଳିଥିଲା । ତେବେ ଭାରତର ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ ନିଜେ ଏହି ଜର୍ସି ପିନ୍ଧି ସୋସିୟଲ ମିଡିଆରେ ପୋଷ୍ଟ କରିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0