spot_img

ଚର୍ଚ୍ଚାରେ ଟି. ନଟରାଜନ

ହାଇଦ୍ରାବାଦ: ଚଳିତ ବର୍ଷ ଆଇପିଏଲରେ ନିଜ ବୋଲିଂ ଯାଦୁ ଦେଖାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଟି.ନଟରାଜନ । ଯୁବ ଅବସ୍ଥାରୁ ୟର୍କର ସ୍ପେଶାଲିଷ୍ଟର ମାନ୍ୟତା ପାଉଥିବା ଏହି ପେସ ବୋଲର ଭାରତୀୟ ଟି-୨୦ ଦଳରେ ସାମିଲ ହୋଇ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ତେବେ ବରୁଣ ଚକ୍ରବର୍ତ୍ତୀଙ୍କ କାନ୍ଧରେ ଇଞ୍ଜୁରି କାରଣରୁ ଏହି ହାଇପ୍ରୋଫାଇଲ ଗସ୍ତରୁ ବାଦ ପଡିବା ପରେ ନଟରାଜନଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ହାଇଦ୍ରାବାଦ ଦଳକୁ ପ୍ଲେ-ଅଫକୁ ନେବାରେ ନଟରାଜନଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular