spot_img

କେନ୍ଦୁଝରରେ ବାଘ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ ଲୋକଙ୍କୁ ଘାରିଛି ବାଘ ଭୟ । ଉପଖଣ୍ଡର ସେନ୍ଧେଇ ନଦୀ କୁଳରେ ଏକ ମହାବଳ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । । ସ୍ଥାନୀୟ ଲୋକ ନଦୀକୂଳରେ ଏହି ବାଘଟିକୁ ଦେଖିବାକୁ ପାଇଥିଲେ । ପରେ ବାଘଟି ନଦୀପଠା ଦେଇ ଗ୍ରାମରେ ଥିବା ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ବନ ବିଭାଗ ଗ୍ରାମରେ ପହଂଚି ବାଘ ଉପରେ ନଜର ରଖିଛି । ବାଘକୁ ଦେଖି ଅଂଚଳରେ କୋକୁଆ ଭୟ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular