spot_img

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ , ଆଜି ଆଉ ୮୭ ପଜିଟିଭ୍ ଚିହ୍ନଟ

ଆଜି ରାଜଧାନୀରେ ୮୭ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୧ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ୪୬ଟି ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ଵରେ କରୋନା ସଂକ୍ରମିତ ସଂଖ୍ୟା ୧୧୩୦କୁ ବୃଦ୍ଧି ଘଟିଛି। ସେହି ପରି ଏହି ୨୪ ଘଣ୍ଟାରେ ଭୁବନେଶ୍ଵରରେ ୩୭ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସୁସ୍ଥ ସଂଖ୍ୟା ୪୯୪କୁ ବୃଦ୍ଧି ଘଟିଛି। ଅଦ୍ୟାବଧି ମହାମାରୀରେ ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ରାଜଧାନୀର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୬୨୪ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular