ଖୋର୍ଦ୍ଧା : ଚିଲିକା କୂଳ ମାଛ ମାର୍କେଟ ସିଲ୍ । ଗତକାଲି ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି । କରୋନା ଭୟରେ ୨ଟି ମାଛ ଗୋଦାମ ସମେତ ୩ଟି ଆଇସ୍ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ଚିଲିକାରୁ ଗଞ୍ଜାମକୁ କୌଣସି ମାଛ ଗାଡି ଯିବନି କିମ୍ବା ଆସିବନି । ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0