spot_img

ଭାରତରେ ଆପ ବ୍ୟାନକୁ ନେଇ ଭଡକିଲା ଚୀନ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଭାରତ ସରକାର ଚାଇନିଜ ଆପକୁ ବ୍ୟାନ କରିବାରେ ଲାଗିଛନ୍ତି । ଇତି ମଧ୍ୟରେ ଭାରତ ୪୩ଟି ଆପକୁ ବ୍ୟାନ କରଛି । ଭାରତର ଏପରି ନିଷ୍ପତିରେ ଚୀନ ଆପତ୍ତି ଜ ଣାଇବା ସହ ବିଶ୍ୱ ବ୍ୟାପାର ସଂଙ୍ଗଠନର ସିଧାସଳଖ ଭାବେ ନିୟମ ଉଲ୍ଲଘନ ବୋଲି ଦର୍ଶାଇଛି । ଚୀନର କହିବା ଅନୁସାରେ, ଭାରତ ସବୁବେଳେ ରାଷ୍ଟ୍ରୀୟ ସୁରକ୍ଷା କହି ଏପରି ନିଷ୍ପତି ନେଉଛି ଯାହା ଠିକ ନୁହେଁ । ଅନ୍ୟପଟେ ଚଳିତ ବର୍ଷ ମେ ମାସରେ ଭାରତ ଚୀନ ମଧ୍ୟରେ ହୋଇଥିବା ସୀମା ବିବାଦ ଫଳରେ ଭାରତ ସରକାର ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ୨୬୭ଟି ଚୀନୀ ଆପକୁ ବ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular