spot_img

ଖୋର୍ଦ୍ଧାରେ ଭାରତ ବନ୍ଦର ପ୍ରଭାବ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଆଜିସର୍ବଭାରତୀୟ ସ୍ତରୀୟ CPIM ଓ CITU ଦ୍ୱାରା ହୋଇଥିବା ଶ୍ରମିକ ମାନଙ୍କ ବିଭିନ୍ନ ଦାବିକୁ ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ସେହିଭଳି ୫ ନମ୍ବର ଜାତୀୟ ରାଜପଥ ର ଆଇଗିଣିଆ ଛକ ନିକଟରେ CPIM ଓ CITU ରାସ୍ତା ଅବରୋଧ କରି ସମସ୍ତ ଜାନବାହାନ ଅଟକି ରଖାଯାଇଛି । ଏବଂ କମିଶନର ପୋଲିସ ର ଅଧିକାର ଏବଂ ପ୍ରଶାସନିକ ଅଧିକାରୀ ଏହା କୁ ବିରୋଧ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular