ନବରଙ୍ଗପୁର : ଟ୍ରକ ଧକ୍କାରେ ନାବାଳିକାର ମୃତ୍ୟୁ। ନବରଙ୍ଗପୁର କଷାଗୁମୁଡା ଥାନା ଉମରଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣଙ୍କ ଯିବା ବେଳେ ଟ୍ରକ ଚାପି ଦେଇଥିଲା। ନାବାଳିକାର ମୃତଦେହକୁ କଷାଗୁମୁଡା ମେଡିକାଲରେ ରଖାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝିଅର ମୃତ୍ୟୁ ଘଟଣାରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0