spot_img

ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀରେ କମ୍ପିଲା ବିଧାନସଭା

ଭୁବନେଶ୍ୱର: ଆରମ୍ଭ ରୁ  ଗୃହରେ ଚାଲିଲା ହଟ୍ଟଗଳ ହୋଇପାରିଲାନି ଗୃହ କାର୍ଯ୍ୟ । ବିଧାନସଭା ଆରମ୍ଭରୁ ଆଜି ପରୀ ହତ୍ୟା ମାମଲାରେ ବିରୋଧୀଙ୍କ ହଟ୍ଟଗୋଳ । ହଟ୍ଟଗଳ ଯୋଗୁଁ ୩୦ ମିନିଟ ଯାଏଁ ମୁଲତବୀ ହେଲା ଗୃହ । ଗୃହ ଆରମ୍ଭରୁ ଆଜି ପରୀ ହତ୍ୟା ମାମଲାରେ ବିରୋଧୀ ଗୃହ ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଛନ୍ତି । ପରୀ ହତ୍ୟା ପ୍ରସଂଗକୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ଗୃହକୁ ଶାନ୍ତ କରିବା ପାଇଁ ସର୍ବଦଳୀୟ ବୈଠକ ବାଚସ୍ପତି ଡାକିଛନ୍ତି । ଏସ ଆଇଟି ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରି ବିରୋଧୀ ହୋହଲ୍ଲା କରିଛନ୍ତି । ପୋଷ୍ଟର ଓ ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କଲା ବିଜେପି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular