spot_img

ରାଜ୍ୟରେ ୫୯୪ କରୋନା ସଂକ୍ରମିତ,୧୪ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଆଜି ରାଜ୍ୟରେ ୫୯୪ କରୋନା ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୩୪୩ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୨୫୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୩୯ କୁ ବୃଦ୍ଧି । ସେପଟେ ରାଜ୍ୟରେ ସକ୍ରିୟ ସଂକ୍ରମିତ ୬ ହଜାର ୬୨୯ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୮ ହଜାର ୮୩୯ ଜଣ । ଆଜି ଦିନକରେ ୧୪ ମୃତ୍ୟୁକୁ ନେଇ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୭୧୮ କୁ ବୃ୍ଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular