ଖୋର୍ଦ୍ଧା: ଆସନ୍ତା କାଲି ପବିତ୍ର କାର୍ତ୍ତିକ ମାସର ବଡଓଷା ପର୍ବ । ମାତ୍ର କରୋନା କଟକଣା ପାଇଁ ଚଳିତ ବର୍ଷ ବନ୍ଦ ରହିଛି ପ୍ରାୟ ସମସ୍ତ ଶୈବପୀଠ । ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗ୍ରାମର ବାବା ଧବଳେଶ୍ୱର ଦେବଙ୍କ ମନ୍ଦିର ଚର୍ତୁଃପାଶ୍ୱର୍ରେ ମଧ୍ୟ ଲାଗିଛି ୧୪୪ ଧାରା । ପ୍ରତିବର୍ଷ ଏଠାରେ ଶହ ଶହ ଶ୍ରଦ୍ଧାଳୁ ଏକାଠୀ ହୁଅନ୍ତି । ମାନସିକଧାରୀମାନେ ବାବାଙ୍କ ଦର୍ଶନ ପାଇଁ ଦୂରରୁ ଧାଇଁ ଆସନ୍ତି । ମାତ୍ର ଚଳିତ ବର୍ଷ କଟକଣା ପାଇଁ ସାଧାରଣ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତେଷ ପ୍ରକାଶ ପାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0