spot_img

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଚାଲିଥିବା ବେଳେ ପଡିଆକୁ ପଶିଲେ ଦୁଇ ପ୍ରଦର୍ଶନକାରୀ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ ଖେଳାଯାଉଥିବାବେଳେ ପଡିଆକୁ ପଶିଗଲେ ଦୁଇ ପ୍ରଦର୍ଶନକାରୀ । ତେବେ ପ୍ରଦର୍ଶନକାରୀ ଦୁଇ ଜଣ ସୁରକ୍ଷା ବଳକୁ ଭାଙ୍ଗି ପଡିଆକୁ ପ୍ରବେଶ କରିଥିବାର ସୂଚନା ମିଳିଛି । ସେମାନେ ହାତରେ ପ୍ଲେକାର୍ଡ ଧରିଥିବାର ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ଅଷ୍ଟ୍ରେଲିଆରେ ଭାରତର ଅଡାନୀ ସମୁହର କୋୟଲା ପରିଯୋଜନାର ନିନ୍ଦା କରାଯାଇଥିଲା । ଅନ୍ୟପଟେ ଦୁଇ ପ୍ରଦର୍ଶନକାରୀଙ୍କୁ ପଡିଆ ବାହାରକୁ ବାହାର କରିଦେଇଛନ୍ତି ସୁରକ୍ଷାକର୍ମୀ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular