କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲେହରେ ନାଇଟ କର୍ଫୁ୍ୟ ଜାରି । ନୂଆ ଗାଇଡଲାଇନ ଅନୁସାରେ ୪ରୁ ଅଧିକ ଲୋକ ଏକତ୍ରୀତ ହୋଇପାରିବେ ନାହିଁ । ସରକାରୀ ଅଫିସ ଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ । ଅନ୍ୟମାନେ ଘରୁ କାମ କରିବେ । ଗାଡି ଗୁଡିକ ସେମାନଙ୍କ ସିଟ କ୍ଷମତା ତୁଳନାରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ସେବା ଯୋଗାଇବ ବୋଲି ସ୍ଥାନୀୟ ପ୍ରଶାସନ କହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0