spot_img

ଏନସିପି ବିଧାୟକ ଭରତ ଭାଲକେଙ୍କ ପରଲୋକ

ମୁମ୍ବାଇ: ମହାରାଷ୍ଟ୍ରରେ ପଣ୍ଢରପୁର-ମଙ୍ଗଳଦେବ ବିଧାନସଭା ଅଞ୍ଚଳର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବିଧାୟକ ଭରତ ଭାଲକେଙ୍କ ପରଲୋକ ହୋଇଯାଇଛି । ତେବେ ତାଙ୍କୁ କରୋନା ହେବା ପରେ ହେଉଥିବା ସମସ୍ୟାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଭରତ ଭାଲକେ ଗତ ମାସରେ କରୋନାର ଶିକାର ହୋଇଥିଲେ । ସେତେବେଳେ ତାଙ୍କୁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନାରୁ ଠିକ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular