spot_img

ଭାରତ ବିପକ୍ଷ ମ୍ୟାଚରେ ଇତିହାସ ରଚିଲେ ଷ୍ଟିଭ ସ୍ମିତ

ସିଡନୀ: ଅଷ୍ଟ୍ରେଲିଆ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିତ ଭାରତ ବିପକ୍ଷ ଆଜିର ମ୍ୟାଚରେ ଇତିହାସ ରଚିଛନ୍ତି । ଲଗାତାର ଦ୍ୱିତୀୟଥର ପାଇଁ ଭାରତ ବିପକ୍ଷ ଦିନିକିଆରେ ଶତକ ହାସଲ କରିଛନ୍ତି । ମାତ୍ର ୬୪ ବଲରେ ୧୦୪ ରନ ସଂଗ୍ରହ କରିଛନ୍ତି । ଯେଉଁଥିରୁ ମାତ୍ର ୬୨ ବଲରେ ସେ ଶତକ ମାରିଥିଲେ ।

ତେବେ ଭାରତ ବିପକ୍ଷ ସିରିଜର ଖେଳାଯାଇଥିବା ଦୁଇଟି ମ୍ୟାଚରେ ୭୦ରୁ କମ ବଲରେ ଶତକ ମାରି ସେ ଇତିହାସ ରଚିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular