spot_img

ଧ୍ୱଂସ ପାଇବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ସାଟେଲାଇଟ

ନୂଆଦିଲ୍ଲୀ: ମହାକାଶରେ ଧ୍ୱଂସ ପାଇବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ସାଟେଲାଇଟ । ତେବେ ଭାରତର ଉପଗ୍ରହ କାର୍ଟୋସାଟ-ଏଏଫ୍ ଓ ଋଷର ଏକ ଉପଗ୍ରହ ମଧ୍ୟରେ ଧକ୍କା ହେବାକୁ ଯାଉଥିଲା। ଗୋଟିଏ ସମୟରେ ସେଗୁଡ଼ିକ ମଧ୍ୟରେ ଦୂରତା କେବଳ ୨୨୪ ମିଟର ଥିଲା। କିନ୍ତୁ ଏହି ଦୂରତାକୁ ଇସ୍ରୋ ପକ୍ଷରୁ ୪୨୦ ମିଟର ବୋଲି କୁହାଯାଇଛି । ଏଭଳି ବଡ଼ ଅଘଟଣ ଶୁକ୍ରବାର ଦିନ ଘଟିବାକୁ ଯାଉଥିବା ଜଣାପଡ଼ିଛି। ତେବେ ଏନେଇ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular