spot_img

ନିଆରା କ୍ରିକେଟପ୍ରେମୀ

ଶ୍ରୀଲଙ୍କା: ନିଜର କ୍ରିକେଟପ୍ରତିଥିବା କ୍ରେଜକୁ ନେଇ ଚର୍ଚ୍ଚାରେ ଏବେ ରବ ଲୁଇସ । ଲୁଇସ ମ୍ୟାଚ ଦେଖିବା ପାଇଁ ଇଂଲଣ୍ଡରୁ ଶ୍ରୀଲଙ୍କା ପହଁଞ୍ଚିଥିଲେ । ଠିକ ଏହି ସମୟରେ ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଥିଲା । ତେଣୁ ଦୀର୍ଘ ୮ ମାସ ଶ୍ରୀଲଙ୍କାରେ ଅଟକି ରହିଛନ୍ତି ଲୁଇସ । ତେବେ ତାଙ୍କ ଦେଶର ଟିମ ନିଶ୍ଚିତ ଶ୍ରୀଲଙ୍କା ଆସିବ ବୋଲି ଏହି ଭରସାରେ ନେଇ ଅଟକି ରହିଛନ୍ତି ଲୁଇସ । ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ରବ ଲୁଇସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular