ଭୁବନେଶ୍ୱର: ରାଜ୍ୟ ଓପନ ଚେସ୍ ଚମ୍ପିଆନସିପ୍ ଟୁର୍ଣ୍ଣାମେଣ୍ଟରେ ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ ହୋଇଛନ୍ତି । ତାଙ୍କ ସହ ଏସ.କେ. ରାଜା ରନର୍ସଅପ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ ଓ ଏସ.କେ. ରାଜା ରନର୍ସଅପ ହୋଇଛନ୍ତି। ଅବିନାଶ ବଳିୟାରସିଂହ ୩ୟ, ଜିତେନ୍ଦ୍ର କୁମାର ଦାସ ୪ର୍ଥ,ଚନ୍ଦନ କୁମାର ପ୍ରଧାନ ୫ମ, ସ୍ମୃତିରଞ୍ଜନ ମହାନ୍ତି ୬ଷ୍ଠ,ସିଦ୍ଧାର୍ଥ ଶଙ୍କର ରାଏ ୭ମ,ଦିପ୍ତୀ ରଞ୍ଜନ ନାୟକ ୮ମ,ପ୍ରକାଶ ଚନ୍ଦ୍ର ସାହୁ ୯ମ,ଭିମସେନ ପ୍ରଧାନ ୧୦ମ ସ୍ଥାନ ହାସଲ କରିଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0