spot_img

ଟପ୍ସ କୋର ଗ୍ରୁପରେ ଦୂତୀ ଚାନ୍ଦ

ନୂଆଦିଲ୍ଳୀ: ଟାଗେର୍ଟ ଅଲମ୍ପିକ ଟପ୍ସ କୋର ଗ୍ରୁପରେ ସ୍ଥାନ ପାଇଛନ୍ତି ଓଡିଶାର ସ୍ପି୍ରଣ୍ଟ କୁଇନ ଦୂତୀ ଚାନ୍ଦ । ତାଙ୍କ ସହ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ ୱାକର କେ.ଟି ଇର୍ଫାନ ଓ ଜାଭେଲିନ ଥ୍ରୋୟର ଶିବପାଲ ସିଂ ସ୍ଥାନ ପାଇଛନ୍ତି । ତେବେ ଏନେଇ କ୍ରୀଡା ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଅନ୍ୟପଟେ ପ୍ରଦର୍ଶନ ସମୀକ୍ଷା ପରେ ଟପ ପ୍ରିଣ୍ଟର ହିମା ଦାସ ଏବଂ ଟୋକିଓ ଅଲିମ୍ବିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା ଟପ୍ସରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular