spot_img

କରୋନା କଟକଣା ପାଇଁ ଖାଁ ଖାଁ ଓଳାଶୁଣୀ ପୀଠ

ଯାଯପୁର : କରୋନା କଟକଣା ପାଇଁ ଖାଁ ଖାଁ ଲାଗୁଛିି ପର୍ଯ୍ୟଟନ ସ୍ଥଳୀ । ଖାଲିପଡ଼ିଛି ପିକନିକ୍ ସ୍ପଟ । ଯାଯପୁର ବଡ଼ଚଣାର ପ୍ରସିଦ୍ଧ ଓଳାଶୁଣୀ ପୀଠ ମଧ୍ୟ ଏଥିରୁ ବାଦ ପଡିନି । ଶୀତ ଋୁତୁ ଆରମ୍ଭ ହେବାକ୍ଷଣି ଏଠାକୁ ଆରମ୍ଭ ହୋଇଯାଏ ପର୍ଯ୍ୟଟକଙ୍କ ଆଗମନ । କିନ୍ତୁ ଚଳିତବର୍ଷ ଜନଶୂନ୍ୟ ହୋଇପଡିଛି ଉକ୍ତପୀଠ । ମନ୍ଦିର ବେଢାରେ ନାହିଁ ଭକ୍ତଙ୍କ ସମାଗମ କି ପୂଜାର୍ଚ୍ଚନା । ସେପଟେ କରୋନା ମହାମାରୀ ପାଇଁ ମନ୍ଦିର ବେଢାଠୁ ବଣ ଭୋଜି ସ୍ଥାନ ଯାଏଁ ସବୁ ଖାଲି ପଡିଛି । ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ କିମ୍ବଦନ୍ତୀ ପୂର୍ଣ୍ଣ ଏହି ସ୍ଥାନକୁ ଖୋଲିବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular