ମାଉଣ୍ଟ: ନ୍ୟୁଜଲାଣ୍ଡ ଓ ୱିଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଯାଇଛି । ଫଳରେ ନ୍ୟୁଜଲାଣ୍ଡ ୨-୦ରେ ଟି-୨୦ ସିରିଜ ବିଜୟୀ ହୋଇଛି । ତେବେ ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ୱେଷ୍ଟଇଣ୍ଡିଜ୍କୁ ଆମନ୍ତ୍ରଣ କରିଥିଲା । ୱେଷ୍ଟଇଣ୍ଡିଜ୍ ଦଳ ୨.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ୨୫ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା ଲାଗି ରହିବାରୁ ଦୁଇଘଣ୍ଟା ପରେ ଅମ୍ପାୟାର ମ୍ୟାଚ୍କୁ ବାତିଲ ଘୋଷଣା କରି ଦେଇଥିଲେ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0