ବୁଏନସ: ଫୁଟବଲ କିଂବଦନ୍ତି ଡିଏଗୋ ମାରାଡୋନାଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ହେବାକୁ ଯାଉଛି । ଏନେଇ ଆର୍ଜେଣ୍ଟିନା ନ୍ୟାୟିକ ଅଧିକାରୀ ନିର୍ଦେଶ ଦେଇଛନ୍ତି। ନିର୍ଦେଶ ମିଳିବା ପରେ ସ୍ଥାନୀୟ ପୁଲିସ ମାରାଡୋନାଙ୍କ ବ୍ୟକ୍ତିଗତ ଡାକ୍ତର ଲିଓପୋଲ୍ଡୋ ଲୁକିଙ୍କ ଘର ଓ କାର୍ୟ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ତାଙ୍କ ଲ୍ୟାପ୍ଟପ୍, ବିଭିନ୍ନ କାଗଜପତ୍ର ଏବଂ ମୋବାଇଲ ଡିଭାଇସ୍ର ଯାଞ୍ଚ କରିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0